ସ୍ନାନ ମଣ୍ଡପରେ ୩ ଘଣ୍ଟାର ଦର୍ଶନ ଦେବେ ତିନିଠାକୁର

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ନୀତି ନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ବୈଠକରେ ଚୂଡ଼ାନ୍ତ ହୋଇଥିବା ନୀତିକାନ୍ତିର ବ୍ୟବସ୍ଥାବଳିରେ ଆଜିର ବୈଠକରେ ମୋହର ଲାଗିଛି। ସେହିପରି ସ୍ନାନଯାତ୍ରା ଦିନ ପହଣ୍ଡି ସମୟରେ କେତେ ଜଣ ସେବାୟତ ନିୟୋଜିତ ହେବେ ଏବଂ ‌ସ୍ନାନବେଦୀରେ କେତେ ଜଣ ସେବାୟତ ରହିପାରିବେ, … Continue reading ସ୍ନାନ ମଣ୍ଡପରେ ୩ ଘଣ୍ଟାର ଦର୍ଶନ ଦେବେ ତିନିଠାକୁର